
ଶ୍ରାବଣ ମାସରେ ବୋଲବମ ଯିବା ଶିବଲିଙ୍ଗେ ଯାଇ ପାଣି ଢାଳିବ ଶ୍ରାବଣ ମାସରେ ବୋଲବମ ଯିବା ଶିବଲିଙ୍ଗେ ଯାଇ ପାଣି ଢାଳିବ ସିଏ ସତ୍ୟଶିବ ସିଏହିଁ ସୁନ୍ଦର ସିଏ ଉମାପତି ବାବା ଯୋଗେଶ୍ୱର ତାଙ୍କ ଦୟାହେଲେ ଭବୁ ପାରିହେବୁ ବାବା ଶ୍ରାବଣ ମାସରେ ବୋଲବମ ଯିବା ଶିବଲିଙ୍ଗେ ଯାଇ ପାଣି ଢ଼ାଳିବା ବିଷପିଇ ଯେଣୁ ନାମ ନୀଳକଣ୍ଠ କୈଳାଶେ ବସିଛ ଆହେ ଭୋଳାନାଥ କୋପେଦିଅ ବର ତପେ ଦିଅ ବର ଆହେ ସଦାଶିବ ଲିଙ୍ଗରାଜେଶ୍ୱର ଡାକୁଛି ତୁମକୁ ଶୁଣହେ ମହେଶ ଦୟାକର ବାରେ ଆହେ ଜଗଦିଶ ଚାଲି ଚାଲି ଥକିଗଲି କିଏ ସାହା ହେବା ଶ୍ରାବଣ ମାସରେ ବୋଲବମ ଯିବା ଜାଣେନା ମୁଁ ଭାବ ଆହେ ମହାଦେବ ଜାଣେନା ମୁଁ ପୁଣ୍ୟ ଆହେ ତ୍ରିଲୋଚନ ଜାଣେନା ମୁଁ ଭକ୍ତି ଜାଣେନା ମୁଁ ପୂଜା ଚାରିଯୁଗେ ତୁମ ଉଡୁଅଛି ଧ୍ବଜା ଏତିକି ଗୁହାରୀ ଶୁଣ ହେ ମୋହର ତୁମ ଚରଣରେ ପ୍ରେମର ଜୁହାର ତୁମ ଆଶୀର୍ବାଦେ ଭବୁପାରି ହେବୁ ବାବା ଶ୍ରାବଣ ମାସରେ ବୋଲବମ ଯିବା ଶିବଲିଙ୍ଗେ ଯାଇ ପାଣି ଢ଼ାଳିବା ହର ହର ଶଙ୍କର ଭୋଳା ମହେଶ୍ୱର ଓଁ ନମଃ ଶିବାୟ ଓଁ ନମଃ ଶିବାୟ ଓଁ ନମଃ ଶିବାୟ

